ରାଷ୍ଟ୍ରୀୟ ଗୋଆରେ ଗତ ୨୪ ଘଂଟାରେ ୧,୫୦୪ କରୋନାର ନୂଆ ମାମଲା desk May 28, 2021 ପାଣଜୀ , ଗୋଆରେ ଗତ ୨୪ ଘଂଟାରେ ୧,୫୦୪ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୫୨,୪୦୧ହୋଇଛି । ଆସାମରେ ୫,୭୦୪ କରୋନାର ନୂଆ ମାମଲା ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୫,୭୦୪ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୫୩,୭୨୧ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । Tags: Goa/asam Continue Reading Previous: ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨୧,୨୭୩ କରୋନାର ନୂଆ ମାମଲା Next: ରାଜ୍ୟରେ ୨୪ ଘଂଟାରେ କରୋନାରେ 33 ଜଣଙ୍କର ମୃତ୍ୟୁ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ବିହାରର ଜନସାଧାରଣ ଏବେ ପରିଚୟର ସଂକଟରୁ ବାହାରି ବିକାଶର ବିକଳ୍ପ ବାଛୁଛନ୍ତି- ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରୀୟ ବିହାରର ଜନସାଧାରଣ ଏବେ ପରିଚୟର ସଂକଟରୁ ବାହାରି ବିକାଶର ବିକଳ୍ପ ବାଛୁଛନ୍ତି- ଯୋଗୀ ଆଦିତ୍ୟନାଥ November 7, 2025 ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ ରାଷ୍ଟ୍ରୀୟ ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ November 4, 2025 ପରାଜୟ ଭୟରେ ଅଖିଳେଶ ବିହାର ନିର୍ବାଚନରୁ ନିଜକୁ ଦୂରେଇ ରଖିଛନ୍ତି 1 min read ରାଷ୍ଟ୍ରୀୟ ପରାଜୟ ଭୟରେ ଅଖିଳେଶ ବିହାର ନିର୍ବାଚନରୁ ନିଜକୁ ଦୂରେଇ ରଖିଛନ୍ତି November 4, 2025