

ହରିଆଣାରେ ଗତ ୨୪ ଘଂଟାରେ ୨,୩୨୨ କରୋନାର ନୂଆ ମାମଲା
ଚଣ୍ଡିଗଡ , ହରିଆଣାରେ ଗତ ୨୪ ଘଂଟାରେ ୨,୩୨୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୮୯ ହୋଇଛି ।
ପଂଜାବରେ ଗତ ୨୪ ଘଂଟାରେ ୩,୯୧୪ କରୋନାର ନୂଆ ମାମଲା
ଚଣ୍ଡିଗଡ , ପଂଜାବ ଗତ ୨୪ ଘଂଟାରେ ୩,୯୧୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୫୬,୦୮୯ ହୋଇଛି ।