Related Stories
November 22, 2024
ମାଲକାନଗିରି -ମାଲକାନଗିରି ଜିଲାରେ ଆଜି ପୁଣି ୧ ୩ ୫ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ୯ 0୯ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 6954ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୯ ୨ ୬ ଥିବାବେଳେ ମୃତ୍ୟ ସଂଖ୍ୟା ୨ ୯ ରହିଛି!ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ତଳସାହି,ପୁରୁଣା ମେଡିକାଲ ଛକ,ମହେଶ୍ୱରୀ କଲୋନୀ, ଚିଦାନଦ ସାହି, ଜଗନ୍ନାଥ ମନ୍ଦିର ସାହି, ଝାଟିମାଟି, ରିକଲ୍ଲାମେଶନ କଲୋନୀ, ଦୁର୍ଗାଗୁଡ଼ି ସାହି, ବୁଟିଗୁଡା, ନୂଆଗୁଡା, ଲାଠିଆଗୁଡା, ୧ ୧ ୯ କଲୋନୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ, ଏମଭି ୨, ସୁବାଷ ଛକ ଓ ଏମଭି 42ଗ୍ରାମରୁ ୩ ୧ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି, ପଦ୍ମଗିରି, ଝରାପାଲି,ତଣ୍ଡାପାଲି, ସେରପାଲି ଓ ତମସା ପଞ୍ଚାୟତରୁ ରୁ ୯ ଜଣ!କୋରୁକୋଣ୍ଡା ବ୍ଲକର ନୀଳାକାମ୍ବେରୁ, କୋରୁକୋଣ୍ଡା, ଡୁଡାମେଟା, ତାରଲା କୋଟା ଓ ପୋଟରେଲ ପଞ୍ଚାୟତରୁ ୮ ଜଣ!ମାଥିଲି ବ୍ଲକର ମାଥିଲି, ଧୁଙ୍ଗିଆ ପୁଟ, ନାୟକଗୁଡା, ଭେଜାଗୁଡା, ମେକା ଓ ପାଙ୍ଗାମ ପଞ୍ଚାୟତରୁ ୨ ୬ ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି, କୁଡୁମୁଲୁଗୁମା, ପରକନମାଳା, ପୋଡାଘାଟ, ରାସବେଡା,ମୁଦୁଲିପଡ଼ା ଓ ଖଇରପୁଟ ପ ଞ୍ଚାୟତରୁ ୧ ୩ ଜଣ!କାଲିମେଳା ବ୍ଲକର ବଦଲି ,କାଲିମେଳା ,ମାନ୍ଦାପାଲି, ତାଣ୍ଡବାଇ, ବଡିଗଟା, ଚିତ୍ରାଙ୍ଗପାଲି ଓ ଲୁଗେଲ ପଞ୍ଚାୟତରୁ ୨ ୮ ଜଣ!ପଡିଆ ବ୍ଲକର ବାପନପାଲି,ପଡିଆ, ଗିରକାନପାଲି, କାଲଦା ପାଲି ଓ ମାଟେରୁ ପଞ୍ଚାୟତ ରୁ ୧ ୮ ଜଣ ! ଚି ତ୍ରକୋଣ୍ଡା ବ୍ଲକର କୁରମାନୁର ପଞ୍ଚାୟତରୁ ୨ ଚିହ୍ନଟ ହୋଇଛନ୍ତି! ଏମାନଙ୍କ ଭିତରେ 4 ଜଣ କରୋନା ଯୋଦ୍ଧା ଅଛନ୍ତି! ଚି଼ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!