ଦିଲ୍ଲୀରେ ଗତ ୨୪ ଘଂଟାରେ ୧,୪୯୧ କରୋନାର ନୂଆ ମାମଲା
ଦିଲ୍ଲୀ,ଦିଲ୍ଲୀରେ ଗତ ୨୪ ଘଂଟାରେ ୧,୪୯୧ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୩୦ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୯,୧୪୮ହୋଇ ଯାଇଛି ।
ଗୋଆରେ ଗତ ୨୪ ଘଂଟାରେ ୧,୪୮୭କରୋନାର ନୂଆ ମାମଲା
ପାଣଜୀ , ଗୋଆରେ ଗତ ୨୪ ଘଂଟାରେ ୧,୪୮୭ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୫,୯୭୧ ହୋଇଛି ।