ସମ୍ବଲପୁର – ବୁର୍ଲା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣେ କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀର ନାମ ପ୍ରକାଶ ସୁନା । ସେ ଚୋରୀ ଡ଼କାୟତି ଭଳି ସଙ୍ଗିନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ମଣ୍ଡଳ କାରାଗାରରେ କଏଦୀ ଭାବେ ସଜା କାଟୁଥିଲା । ହଠାତ୍ ଅସୁସ୍ଥ ହୋଇପଡିବାରୁ ତାକୁ ଏଠାରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି ।
Related Stories
November 23, 2024