ମାଲକାନଗିରି ,ମାଲକାନଗିରି ଜିଲାରେ ଆଜି ପୁଣି ୭ ୩ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ୬ ୭ ୬ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ୭ ୭ ୮ ଜଣ ଆରୋଗ୍ୟ ଲାଭ କଲେଣି!ଜିଲ୍ଲାରେ ଏବେ ସକ୍ରିୟ ମାମଲା ୮ ୬ ୯ ଥିବାବେଳେ ମୃତ୍ୟ ସଂଖ୍ୟା ୨ ୯ ରହିଛି!ଆଜି ଚି଼ହ୍ନଟ ସଂକ୍ରମିତ ମାନଙ୍କ ଭିତରୁ ଗୁରୁତର ଙ୍କୁ କୋଭିଡ ମେଡିକାଲକୁ ନିଆଯାଇଛି!ସାମାନ୍ୟ ଆକ୍ରାନ୍ତ ମାନେ ଗୃହ ସଂଗରୋଧରେ ରହି ଚିକିତ୍ସା ହେଉଛନ୍ତି!ମାଲକାନଗିରି ପୌରାଞ୍ଚଳ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ, ମଲ୍ଲିକେଶ୍ୱର କଲୋନୀ, ପାତ୍ରଗୁଡା, କୁମୁଟିଗୁଡା, ନୂତନ ବ୍ଲକ କଲୋନୀ, ଗାନ୍ଧୀନଗର, ତାମିଲକ୍ୟାମ୍ପ ଓ ଏସ ଡ଼ି ଜେ ଏମ କୋର୍ଟ ନିକଟରୁ ୮ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ଶିଖପାଲି,ପାଣ୍ଡ୍ରିପାଣି, ପଦ୍ମଗିରି ,ତମସା, ଉଡୁପା ଓ ସିନ୍ଦ୍ରିମାଳ ପଞ୍ଚାୟତରୁ ରୁ ୧ ୩ ଜଣ!କୋରୁକୋଣ୍ଡା ବ୍ଲକର ନୀଳାକାମ୍ବେରୁ, କୋରୁକୋଣ୍ଡା, କାମବେଡା ଓ ପୂରୁଣା ଚି଼ମଟାପାଲି ପଞ୍ଚାୟତରୁ ୬ ଜଣ!ମାଥିଲି ବ୍ଲକର ମାଥିଲି, ଭେଜାଗୁଡା, ଚାଉଳମେନ୍ଦି, ଦଳପତିଗୁଡା ଓ ପାଙ୍ଗାମ ପଞ୍ଚାୟତରୁ 14 ଜଣ!ଖଇରପୁଟ ବ୍ଲକର ଗୋବିନ୍ଦପାଲି, କୁଡୁମୁଲୁଗୁମା, କଦମଗୁଡା, ଓ ଖଇରପୁଟ ପ ଞ୍ଚାୟତରୁ ୮ ଜଣ!କାଲିମେଳା ବ୍ଲକର ବଦଲି ,କାଲିମେଳା ,ଭେଜାଙ୍ଗିବାଡା, ଗୁମୁକା, ମାନ୍ୟମକୋଣ୍ଡା, ନାଲାଗୁଣ୍ଠି ଓ ଲୁଗେଲ ପଞ୍ଚାୟତରୁ ୧ ୩ ଜଣ!ପଡିଆ ବ୍ଲକର ବାପନପାଲି, ଶିମିଳିବାଞ୍ଛା,ପଡିଆ ଓ କାଲଦା ପାଲି ପଞ୍ଚାୟତ ରୁ ୭ ଜଣ ! ଚତ୍ରକୋଣ୍ଡା ବ୍ଲକର ସଦରପଞ୍ଚାୟତରୁ ଜଣେ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୧ ୧ , ୬, ଓ 4 ରୁ ୩ ଜ ଣ ଚିହ୍ନଟ ହୋଇଛନ୍ତି! ଚି଼ହ୍ନଟ ମାନେ କ୍ଲିନିକା ଲ ରେଫର ପରେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା!