

ଭଦ୍ରକ – କଟକ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଆର୍ତୁଂ ପଚାଂୟତ କାର୍ଯ୍ୟାଳୟ ନିକଟରେ ଚାଲିଥିବା ଏକ ବିଦେଶୀ ନକଲି ହାତ ତିଆରି ମଦ କାରଖାନା ଠାବ କରାଯାଇଛି । ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ବିପୁଳ ପରିମାଣର ସ୍ପିରିଟ୍ ଓ ବିଭିନ୍ନ ବ୍ରାଣ୍ଡର ଲୋଗ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତ ମାନେ ହେଲେ ସେହି ଗ୍ରାମର ଅକ୍ଷୟ ବେହେରା ଓ ପର୍ଶୁରାମ ସନ୍ଦିବିଗ୍ରହ ।