ମାଲକାନଗିରି -ମାଲକାନଗିରି ଜିଲ୍ଲା ଚିତ୍ର କୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳ ରେ କାର୍ଯ୍ୟ କରୁଥିବା ପଞ୍ଚାୟତ ସ୍ଥରିୟ କୃଷି କର୍ମଚାରୀ ମାନେ ଅନେକ ଗୁଡ଼ିଏ ଗ୍ରାମ କୁ ଯାଇ କାମ ତଦାରଖ କରିବା ସହିତ ବହୁ ଲୋକଙ୍କ ସଂସ୍ପର୍ଶ ରେ ରହି ଆ ସୁଛନ୍ତି!କିନ୍ତୁ ଦୁଖ ର ବିଷୟ ଯେ ରାଜ୍ୟ ସରକାର ପ୍ରାଣୀ ଧନ ନିରୀକ୍ଷକଓ ଅନ୍ୟାନ ବିଭାଗ କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରି ସେମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଉଛି!ହେଲେ ସ୍ବାଭିମାନ ଅଞ୍ଚଳ ରେ କାର୍ଯ୍ୟରତ କୃଷି ବିଭାଗର ର କର୍ମଚାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କାହିଁକି ଟିକା ଦିଆଯାଉ ନାହି ବୋଲି ସମସ୍ତ କୃଷି କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।ଆଗାମି ଦିନରେ ଆମ ସମସ୍ତ ଙ୍କୁ ଟିକା କରଣ କରାନଗଲେ ଆମେ ସ୍ବାଭିମାନ ଅଞ୍ଚଳରେ କାମ କରିବୁ ନାହିଁ ବୋଲି କୃଷି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି!ଏହି ଦିଗରେଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି।