ଭୁବନେଶ୍ୱର – ବିଧାନସଭା ସଚିବାଳୟ ପକ୍ଷରୁ ଶୁକ୍ରବାର ଆତଙ୍କବାଦ ନିରୋଧ ଦିବସ ପାଳିତ ହୋଇଯାଇଛି । ସଂପୂର୍ଣ୍ଣ କୋଭିଡ୍ କଟକଣା ନିୟମ ଅନୁସାରେ ପାଳିତ ହୋଇଥିବା ଏହି ଦିବସରେ ମୁଖ୍ୟଅତିଥି ଭାବେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ । ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଆତଙ୍କବାଦ ବିରୋଧରେ ସାମୂହିକ ସଂଗ୍ରାମ ପାଇଁ ବିଧାନସଭା ସଚିବ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।
Related Stories
January 24, 2025
January 24, 2025