ଭଦ୍ରକ – ଭଦ୍ରକ ମେଡ଼ିକାଲ କୋଭିଡ଼୍ ହସ୍ପିଟାଲ ତଳ ମହଲାରେ ଥିବା ଡିଜି ରୁମ୍ ରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଥିବା ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଂଚିଛନ୍ତି ଭଦ୍ରକ ଜିଲ୍ଲାପାଳ ଡଃ. ଜ୍ଞାନ ଦାଶ ଓ ଏସପି ଚରଣସିଂହ ମୀନା । ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Related Stories
November 25, 2024