ଭଦ୍ରକ – ଗତ ୨୪ଘଂଟା ମଧ୍ୟରେ ଭଦ୍ରକ ଜିଲ୍ଲାରେ ମାସ୍କ ନପିନ୍ଧିଥିବା, ସାମାଜିକ ଦୂରତ୍ୱ ଉଲ୍ଲଂଘନ ଏବଂ ମୋଟର ଭେଇକିଲ୍ ଆକ୍ଟ ଉଲ୍ଲଂଘନ କାରଣରୁ ୨ଲକ୍ଷ ୭୮ହଜାର ୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଭଦ୍ରକ ଏସ୍ପିଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହି ଅବଧି ମଧ୍ୟରେ ୧୪୩.୭୫ ଲିଟର ମଦ ଜବତ ହେବା ସହିତ ୭ଟି ଅବକାରୀ ମାମଲା ରୁଜୁ କରାଯାଇ ୭ ଜଣକୁ ଗିରଫ କରାଯାଇଛି । ଏହାବ୍ୟତୀତ ୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି ।
Related Stories
November 23, 2024