କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୯ଟି ବ୍ଲକରେ କରୋନା ସହାୟତା ପାଇଁ ସହାୟତା କେନ୍ଦ୍ର ଖୋଲାଯାଇ ସେଠାକାର ଜଣକୁ ସହାୟତା ପାଇଁ କଂଗ୍ରେସ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରାପଡା ପୈାରାଂଚଳ ପାଇଁ ପ୍ରଫୁଲ୍ଲ କୁମାର ଦାସ ଓ ସମ୍ବିିତ୍ ଶ୍ରୀଚନ୍ଦନଙ୍କୁ ନିଯୁକ୍ତି ଦିଆ ଯାଇଛି । ସଂକ୍ରମିତ ବ୍ୟକ୍ତି ୯୪୩୮୬୮୨୪୯୮, ୯୭୭୬୬୭୩୧୫୨ ରେ ଯୋଗାଯୋଗ କଲେ ତାଙ୍କୁ ସହାୟତା ପ୍ରଦାନ କରାଯିବ । ଏହିପରି ରାଜନଗର ପାଇଁ ପ୍ରଦିପ ପ୍ରଧାନ ୯୮୬୧୩୬୭୦୦୭, କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପାଇଁ ରାଜେଶ ମହାନ୍ତି-୯୯୩୭୦୦୬୨୩୧, ଆଳି ପାଇଁ ରବି ବେହେରା-୯୧୭୮୧୭୬୫୮୦, ମହାକାଳପଡା ପାଇଁ ରାକେଶ ମହାନ୍ତି-୭୦୦୮୯୫୮୯୭୩ ଏବଂ ପାଟକୁରା ପାଇଁ ଉମେଶ ଚନ୍ଦ୍ର ତ୍ରିପାଠୀ -୯୮୫୩୯୩୯୨୩୨ ରେ ଯୋଗାଯୋଗ କଲେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପୂର୍ବତନ ବିଧାୟକ ତଥା କଂଗ୍ରେସର ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ସୂଚନା ଦେଇଛନ୍ତି ।
Related Stories
November 25, 2024