ନୂଆଦିଲ୍ଲୀ – ବିଶିଷ୍ଟ ସାମ୍ବାଦିକ ଶ୍ରୀ ସୁନୀଲ ଜୈନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ତୁମେ ଆମକୁ ଅତି ଶୀଘ୍ର ଛାଡି ଚାଲିଗଲ, ସୁନୀଲ ଜୈନ । ମୁଁ ଆଉ ତୁମ ଲେଖା ପଢିବାକୁ ପାଇବି ନାହିଁ ଏବଂ ବିଭିନ୍ନ ପ୍ରସଙ୍ଗରେ ତୁମର ଖୋଲାଖୋଲି ତଥା ଅନ୍ତର୍ନିହିତ ଦୃଷ୍ଟିକୋଣରୁ ବଞ୍ଚିତ ହେବି । ତୁମେ ଏକ ପ୍ରେରଣାଦାୟକ କାର୍ଯ୍ୟ ଛାଡି ଯାଇଛନ୍ତି । ତୁମର ବିୟୋଗରେ ସାମ୍ବାଦିକତା ଆଜି ଦରିଦ୍ର ହୋଇଯାଇଛି । ପରିବାର ଏବଂ ସାଙ୍ଗସାଥୀଙ୍କୁ ମୋର ସମବେଦନା । ଓମ୍ ଶାନ୍ତି” ।
Related Stories
November 23, 2024