
ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜିରାବାଡ଼ି ପଞ୍ଚାୟତର ଡ଼ଃ .ପ୍ରଭାକର ପାଣି( 40ବର୍ଷ)ସମାଜସେଵି ଏବଂ ଜଣେ ପରୋଉପକାରୀଓ ଅସ୍ତିଛିକିଛିକ ରେ ବିଖ୍ୟାତ କୋରନା ପଜିଟିଭ ଯୋଗୁଁ ସେ ଭଞ୍ଜନଗର କୋଭିଡ ହସ୍ପିଟାଲ ରେ ଜୈନ ହୋଇଥିଲେ 8 ଦିନ ରହିବା ପରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବା ରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭଞ୍ଜନଗର କୋଭିଡ ରୁ ରାତି 7.30 ରେ ଭୁବନେଶ୍ୱର କୀମସ କୁ ପଠାଯାଇଥିଲା ସେଠାରେ ଚିକିଛା ହେଉଥିବା ସମୟରେ ତାଙ୍କର ପରଲୋକ ହୋଇଯାଇଛି।ସେ ଜଣେ ନିଷ୍ଠାପର ସମାଜସେବୀ.ମିଷ୍ଠଭାଷୀ.ଧର୍ମପରାୟଣା ଓ ଗ୍ରାମର ସୁସଂଗଠକ ଥିଲେ ସେ ଜନସାଧାରଣ ଙ୍କ ସେବାର ନିଜକୁ ଉଚ୍ଛର୍ଗ କରିଥିଲେ ଜାତି ଭେଦ ନ ଦେଖି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ ତାଙ୍କ ପରଲୋକ ଘଟିବା କଥା କୁ ପିତା, ମାତା, ବନ୍ଧୁ କେହି ବି ସହ୍ୟ କରିପାରୁନାହାତି ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଛି ସମସ୍ତ ଙ୍କ ଆଖିରେ ଲୁହର ଧାର ଘରେ ପିତା, ମାତା, ସ୍ତ୍ରୀ, ପୁତ୍ର 2ଜଣ, ଭାଇ 2, ଭାଇବୋହୁ ପରି ବହୁ ସାଙ୍ଗ ସେଥି ଭାଙ୍ଗି ପଡିଛନ୍ତି