-
୧୮-୪୪ ବୟସ ବର୍ଗର ୩୪.୮ ଲକ୍ଷରୁ ଅଧିକ ହିତାଧିକାରୀ ଟିକା ନେଇ ସାରିଲେଣି
ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୫,୭୦,୫୩୭ ସେସନରେ ସମୁଦାୟ ୧୭, ୭୨,୧୪,୨୫୬ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୦୦,୪୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୫,୭୦,୦୬୨ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୨,୩୪,୭୯୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୦,୩୦,୦୦୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୩୪,୮୦,୬୧୮ ହିତାଧିକାରୀ (ପ୍ରଥମ ଡୋଜ), ୫,୬୨,୪୩,୩୦୮ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୧,୫୮,୫୩୫ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୦,୯୯,୨୪୧ ପ୍ରଥମ ଡୋଜ ହିତାଧିକାରୀ ଓ ୧,୬୭,୯୭,୨୭୨ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି ।