ମାଲକାନଗିରି,ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲ୍ଲା ସ୍ତରୀୟ ଚିନାବାଦାମ ଓ ମୁଗ ମଣ୍ଡିକୁ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଳାପାଳ ବିରସେନ ପ୍ରଧାନ ଯୋଗଦେଇ ଅନୁଷ୍ଠାନିକ ଭାବେ କୋଭିଡ ଗାଇଡ଼ ଲାଇନ ପାଳନ କରି ଉଦଘାଟନ କରିଥିଲେ!ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ, ଲ୍ୟାମ୍ପସ ସାଧାରଣ ପରିଚାଳକ ଅଭିମନ୍ୟୁ ନାୟକ,, ଜିଲ୍ଲା କୃଷି ଅଧିକାରୀ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମଣ୍ଡି ଦ୍ୱାରା ଚାଷୀ ମାନେ ଉପକୃତ ହେବେ ବିଲି କହିଥିଲେ!ପ୍ରଥମ ଦିନ ୨ ୧ ଜଣ ଚାଷୀ ଙ୍କ ଠାରୁ ୨ ୬ 0ବସ୍ତା ଚିନାବାଦାମ ଓ ମୁଗ କ୍ରୟ କରାଯାଇଛି!ଚିନାବାଦାମ କୁଇଣ୍ଟାଲ ପିଛା ୫ ୨ ୭ ୫ ଟଙ୍କା ଓ ମୁଗ କୁଇଣ୍ଟାଲ ପିଛା ୭ ୧ ୯ ୬ ଟଙ୍କା ଧାର୍ଯ୍ୟ କରାଯାଇଛି!ସୋମବାର ମାଲକାନଗିରି, ବେଜାଙ୍ଗିବାଡ଼ା, ପଡିଆ, ପୋଟ୍ରେଲ, ଖଇରପୁଟ,!ମଙ୍ଗଳବାର ଚିତ୍ରାଙ୍ଗପାଲି, କୋରୁକୋଣ୍ଡା, ମାଥିଲି, ଶିଖପାଲି,!ବୁଧବାର ଏମ ଭି ୭ ୨, ଏମ ଭି ୭ ୯, ଲୁଗେଲ, ନୀଳାକାମ୍ବେରୁ, କୁଡୁମୁଲୁଗୁମା!ଗୁରୁବାର ଉଣ୍ଡରୁକୋଣ୍ଡା, ଗୁମୁକା, ପିଟାଗାଟା, ରାସବେଡା!ଶୁକ୍ରବାର ପଦ୍ମଗିରି, ସା ଲମାରିକୋଣ୍ଡ, ପୁସୁଗୁଡା, ଚିତାପାରୀ, ଗୋବିନ୍ଦପାଲି, ଓ ଶନିବାର ଏମ ପିଭି ୮ ୧, ଡୁଡାମେଟା, ପୋଟେରୁ ଏବଂ ସୋମନାଥପୁର ମଣ୍ଡିରେ ଚାଷୀ ମାନଙ୍କ ଠାରୁ ଚିନାବାଦାମ ଓ ମୁଗ କିଣା ଯିବ!