ଭଦ୍ରକ– ଗତ ୨୪ଘଂଟା ମଧ୍ୟରେ ଭଦ୍ରକ ଜିଲ୍ଲାରେ ମାସ୍କ ନପିନ୍ଧିଥିବା, ସାମାଜିକ ଦୂରତ୍ୱ ଉଲ୍ଲଂଘନ ଏବଂ ମୋଟର ଭେଇକିଲ୍ ଆକ୍ଟ ଉଲ୍ଲଂଘନ କାରଣରୁ ୨ଲକ୍ଷ ୬୧ହଜାର ୪୦୦ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଭଦ୍ରକ ଏସ୍ପିଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏହି ଅବଧି ମଧ୍ୟରେ ୪୨.୯ ଲିଟର ମଦ ଜବତ ହେବା ସହିତ ୪ଟି ଅବକାରୀ ମାମଲା ରୁଜୁ କରାଯାଇ ୪ ଜଣକୁ ଗିରଫ କରାଯାଇଛି । ଏହାବ୍ୟତୀତ ୪ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇଛି ।
Related Stories
November 23, 2024