
ଜଗନ୍ନାଥ ପ୍ରସାଦ -:କାଳ ବୈଶାଖି ର ପ୍ରଭାବ ରେ ଜଗନ୍ନାଥ ପ୍ରସାଦ ଅଞ୍ଚଳ ରେ ଦିନ 11.00ସମୟରେ ଅଚାନକ ଘୋଟି ଅସିଲା କଳା ବାଦଲ ରାତି ପରି ଅନ୍ଧାରମୟ ହୋଇଗଲା ତାପରେ ପବନ ପ୍ରାୟ 60ରୁ 70 କିମି ଜୋରରେ ହେବା ସାଙ୍ଗକୁ ବର୍ଷା କୁଆ ପଥର ମାଡ 2 ଘଣ୍ଟ ପ୍ରଯ୍ୟନ୍ତ ଯୋଗୁଁ ବହୁ ଜନସାଧାରଣ ହଇରାଣ ହରକତ ହେବା ଦେଖିବାକୁ ମିଳିଛି ବହୁ ଚାଳ ଛପର ଘର ଉଡି ଯାଇଛି କିଏ ଜାରିପାଲ ତଳେ ରହିଥିଲା ସେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ସହ ପାଣିଗଳିବା ପରି ବହୁ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଦୋକାନ ମାନ ଙ୍କର ହୋଡିଙ୍ଗ ସବୁ ଭାଙ୍ଗି ପଡିଛି ଏବଂ ବିଦୁତ ତାର ସବୁ ଛିଣ୍ଡି ପଡ଼ି ଥିବା ପରି ବହୁ ଅଭାବ ନିୟ ପରିସ୍ଥିତି ଘଟିଯାଇଛି