

Related Stories
April 20, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଆଜି ପୁଣି ୬ ୨ ଜଣ ନୂତନ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି!ଆଜି ଚି଼ହ୍ନଟ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ୧ ୭ ୯ ରେ ପହଞ୍ଚିଛି!ସେଥିମଧ୍ୟରୁ ୫ ୫ ୬ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫ ୮ ୭ ସକ୍ରିୟ ମାମଲା ରହିଛି!ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୨ ୭ କୁ ଵୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନେ ହେଲେ ମାଲକାନଗିରି ପୌରାଞ୍ଚଳରୁ ୮ ଜଣ, ମାଲକାନଗିରି ବ୍ଲକରୁ ୧ ୧ ଜଣ, ବାଲିମେଳା ବିଜ୍ଞାପିତ ଅଞ୍ଚଳରୁ ଜଣେ, କୋରୁକୋଣ୍ଡା ବ୍ଲକରୁ ୮ ଜଣ, ମାଥିଲି ବ୍ଲକରୁ 4ଜଣ, ଖଇରପୁଟ ବ୍ଲକରୁ 14ଜଣ, କାଲିମେଳା ବ୍ଲକରୁ ୧ ୨ ଜଣ, ପଡିଆ ବ୍ଲକରୁ ୩ ଜଣ, ଓ ଚିତ୍ରକୋଣ୍ଡା ବ୍ଲକରୁ ଜଣେ!ଚି଼ହ୍ନଟ ଙ୍କ ଭିତରୁ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି!ସମସ୍ତ ସଂକ୍ରମିତ ମାନେ କ୍ଲିନିକାଲ ରିଫର ପରେ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା!