-
କରୋନାରେମୃତ ରାମକୃଷ୍ଣ କଂ ଶବକୁ ପୁଅକିମ୍ବାପରିବାରଲୋକେ କାନ୍ଧଦେଲେନି।
ଗଂଜାମ ,ପିତ୍ତଳ ନିକଟସ୍ଥ ତହରଗ୍ରାମରରାମକୃଷ୍ଣପାଢି କରୋନାରେଆକ୍ରାନ୍ତ ହେବାପରେତାକୁଂ ଚିକିତ୍ସା ପାଇଁ ବାବନପୁର କୋଭିଟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।ଆଜି ସକାଳେ ତାକଂର ମୃତ୍ୟୁ ଘଟିଛି ।ତେବେ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପରିବାର କେହିଯୋଗଦେଇ ନଥିବାରୁ ସ୍ଥାନୀୟ ସରପଂଚକଂ ପ୍ରତିନିଧି ଅନୀଲକୁମାରନାହାକ,ସ୍ୱେଛାସେବୀ କାହ୍ନୁ ନାହାକଦିଲ୍ଲୀପନାହାକ, ସିପୁନପ୍ରଧାନ,ଆଦିତ୍ଯ ଜେନା ପ୍ରଦୀପ୍ତ ନାହାକ ପିପିଇକିଟ ପିନ୍ଧିଶବ ଦାହକରିଥିଲେ।ଘଟଣା ସ୍ଥଳରେ ଆସିକା ତହସିଲଦାର ସଦାନଂଦସେଠୀଉପସ୍ଥିତଥିଲେତହସିଲକଂଠାରୁଡାକରାପାଇରାମକୃଷ୍ଣପୁଅମୁନାଶବଦାହବେଳେଉପସ୍ଥିତରହିମୁଖାଗ୍ନିଦେଇଥିଲେ। ।ଏହି କାର୍ଯ୍ୟସଂପାଦନକରିଥିବାଯୁବକଓସରପଂଚକଂ ପ୍ରତିନିଧି କୁଂ ଜିଲ୍ଲା ବାସୀକଂପକ୍ଷରୁ ପ୍ରଶଂସା ସୂଅଛୁଟିଚାଲିଛି।