ଭୁବନେଶ୍ୱର – ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୮ର(ଡିପାର୍ଟମେଂଟାଲି ରିଲେଟେଡ୍ ଷ୍ଟାଣ୍ଡିଂ କମିଟି-୮) ୫ମ ବୈଠକ ଓଡ଼ିଶା ବିଧାନସଭାର ୫୫ ନଂ ପ୍ରକୋÂରେ ଅନୁÂିତ ହୋଇଯାଇଛି ।
ଏହି ବୈଠକରେ ଶ୍ରମ ଓ କର୍ମ·ରୀ ରାଜ୍ୟବୀମା ବିଭାଗର କାର୍ଯ୍ୟାବଳୀ ଓ ବଜେଟ୍ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ କମିଟିର ସଦସ୍ୟଥିବା ବିଧାୟକ ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଶ୍ରୀ ଚକ୍ରମଣି କହଁର, ଶ୍ରୀ ମକରନ୍ଦ ମୁଦୁଲି, ଶ୍ରୀ ନବଚରଣ ମାଝୀ ଅଂଶଗ୍ରହଣ କରିଥିଲେ । ଶ୍ରମ ଓ କର୍ମ·ରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ୟୁ.କେ. ତ୍ରିପାଠୀ ଓ ଶ୍ରୀମତୀ ଚନ୍ଦ୍ରା ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ସୁଧାକର ବୁର୍ଗୀ, ଇଏସ୍ଆଇର ନିଦେ୍ର୍ଧଶକ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କ ସମେତ ଶ୍ରମ ଓ କର୍ମ·ରୀ ରାଜ୍ୟବୀମା ବିଭାଗର ବରିÂ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
October 25, 2024