ଖୋର୍ଦ୍ଧାରୁ ୧୩୩୧ ଜଣ, କୋରାପୁଟରୁ ୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରୁ ୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୪୩ ଜଣ, ନବରଙ୍ଗପୁରରୁ ୪୧୪ ଜଣ, ନୟାଗଡ଼ରୁ ୨୨୩ ଜଣ, ନୂଆପଡ଼ାରୁ ୩୩୫ ଜଣ, ପୁରୀରୁ ୪୩୬ ଜଣ, ରାୟଗଡ଼ାରୁ ୧୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୪୭୦ ଜଣ, ସୋନପୁରରୁ ୧୫୮ ଜଣ, ସୁନ୍ଦରଗଡ଼ରୁ ୧୧୩୭ଜଣ ଓ ଷ୍ଟେଟ୍ ପୁଲରୁ ୨୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
October 6, 2024
October 6, 2024