 
                
ଗୋଆରେ  ଗତ ୨୪ ଘଂଟାରେ  ୩,୦୨୪ କରୋନାର ନୂଆ ମାମଲା 
ପାଣଜୀ  ,  ଗୋଆରେ    ଗତ ୨୪ ଘଂଟାରେ ୩,୦୨୪ ନୂଆ କରୋନାର ମାମଲା ସାମନାକୁ ଆସିଛି । । ରାଜ୍ୟ  ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ   କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୨,୯୪୫ ହୋଇଛି । ବର୍ତମାନ ସୁଦ୍ଧା ୧,୧୬୮ ଜଣଙ୍କର ମୃତ୍ୟୁ ଘଟିଛି ।
କର୍ଣାଟକରେ   ଗତ ୨୪ ଘଂଟାରେ  ୪୮,୨୯୬ କରୋନାର ନୂଆ ମାମଲା 
ବେଙ୍ଗାଲୁରୁ , କର୍ଣାଟକରେ  ଗତ ୨୪ ଘଂଟାରେ  ୪୮,୨୯୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୧୭  ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୮୨୬୯୦ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୫,୫୨୩ଜଣଙ୍କର ମୃତ୍ୟୁ ଘଟିଛି ।

 
                    







