

ଆସାମରେ କରୋନାର ୩,୦୭୯ ନୂଆ ମାମଲା
ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୩,୦୭୯ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ପଂଜାବରେ କରୋନାର ୬,୮୧୨ କରୋନାର ନୂଆ ମାମଲା
ଚଣ୍ଡୀଗଡ, ପଂଜାବରେ ଗତ ୨୪ ଘଂଟାରେ କରୋନାର ୬,୮୧୨ ଟି ନୂଆ ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।