ଭୁବନେଶ୍ୱର – ଚଳିତ ଅକ୍ଟୋବର ୨୧ ତାରିଖରେହେବାକୁ ଥିବା ୦୨-ବିଜେପୁର ଉପ ନିର୍ବାନାରେ ମତଦାନ କରିବା ନିମନ୍ତେ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ନିର୍ବାଚନର ପୂର୍ବଦିନ, ନିର୍ବାନ ଦିନ ଓ ନିର୍ବାଚନ ପରଦିନକୁ ମିଶାଇ ମୋଟ ତିନିଦିନ ଛୁଟି ନେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସ୍ୱରାଷ୍ଟ୍ର) ଘୋଷଣା କରିଛନ୍ତି । ଏତଦ୍ବ୍ୟତୀତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ତିନିଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ସ୍ୱତନ ଇଚ୍ଛାଧିନ ଛୁଟି ନେଇପାରିବେ ।
Related Stories
November 24, 2024
November 24, 2024