

ଗୋଆରେ ଗତ ୨୪ ଘଂଟାରେ ୧୫୪୦ କରୋନାର ନୂଆ ମାମଲା
ପାଣଜୀ , ଗୋଆରେ ଗତ ୨୪ ଘଂଟାରେ ୧୫୪୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୨,୦୭୮ ହୋଇଛି ।