
ଭୁବନେଶ୍ୱର, ମହାରାଷ୍ଟ୍ରରେ ଅଗ୍ନିକାଣ୍ଡରେ କୋବିଡ ରୋଗୀଙ୍କର ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ସେ ଟ୍ିଟ କରି କହିଛନ୍ତି ଯେ ଏହି ଦୁର୍ଘଟଣାରେ ଲୋକ ମାନଙ୍କର ଜୀବନ ଚାଲିଯିବା ଘଟଣା ବିଷୟରେ ଜାଣି ସେ ଦୁଃଖୀ । ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ସେ କହିଛନ୍ତି ।