
କଟକ, ଖ୍ରୀଷ୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ସଂସ୍କୃତି ପ୍ରଚାର ସମିତିର ପୂର୍ବତନ ସଭାପତି ସୁଧାଂଶୁ ମୋହନ ମହାପାତ୍ରଙ୍କ ବିୟୋଗରେ ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ସମିତିର ସଭାପତି ଡକ୍ଟର ନାରାୟଣ ମହାନ୍ତି ଏକ ଶୋକବାର୍ତାରେ କହିଛନ୍ତି ଯେ, ତାଙ୍କ ବିୟୋଗରେ ରାଜ୍ୟ ଜଣେ ମହାନ ରାଷ୍ଟ୍ରବାଦୀ ଐତିହାସିକଙ୍କୁ ହରାଇଲା