ରାଷ୍ଟ୍ରୀୟ ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୩୯,୩୫୭ ନମୂନାର ପରୀକ୍ଷଣ desk April 21, 2021 ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୬,୩୯,୩୫୭ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୨୭,୧୦,୫୩,୩୯୨ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୯୫,୦୪୧ ନୂଆ ମାମଲା ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୯୫,୦୪୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨,୦୨୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୧,୫୬,୧୬,୧୩୦ ପହଂଚିଛି । Tags: Corona Continue Reading Previous: କେରଳରେ ଗତ ୨୪ ଘଂଟାରେ ୧୩,୬୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ Next: କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୧୪,୮୩୫ ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କଶ୍ମୀର ପ୍ରସଙ୍ଗରେ ସମାଧାନର ଅଫର ଦେଲେ ଆମେରିକା ରାଷ୍ଟ୍ରପତି ରାଷ୍ଟ୍ରୀୟ କଶ୍ମୀର ପ୍ରସଙ୍ଗରେ ସମାଧାନର ଅଫର ଦେଲେ ଆମେରିକା ରାଷ୍ଟ୍ରପତି May 11, 2025 ନଗରେଟ ସାମରିକ ଷ୍ଟେସନରେ ଫାୟାରିଂରେ ଜଣେ ଯବାନ ଆହତ, ଅନୁପ୍ରବେଶ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରାଷ୍ଟ୍ରୀୟ ନଗରେଟ ସାମରିକ ଷ୍ଟେସନରେ ଫାୟାରିଂରେ ଜଣେ ଯବାନ ଆହତ, ଅନୁପ୍ରବେଶ ଧରିବା ପାଇଁ ତଲାସୀ ଅଭିଯାନ ଜାରି May 11, 2025 ଅପରେସନ ସିନ୍ଦୂର ଉପରେ ଡୋଭାଲ-ୱାଙ୍ଗ ୟିଙ୍କ ଆଲୋଚନା: ଏନଏସଏ କହିଲେ- ଆତଙ୍କଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା 1 min read ରାଷ୍ଟ୍ରୀୟ ଅପରେସନ ସିନ୍ଦୂର ଉପରେ ଡୋଭାଲ-ୱାଙ୍ଗ ୟିଙ୍କ ଆଲୋଚନା: ଏନଏସଏ କହିଲେ- ଆତଙ୍କଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା May 11, 2025