ଭଞ୍ଜନଗର – ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦ୍ଦେଶରେ ଗତ 2ଦିନ ହେଲା ତାର ସିଂ ଥାନାର ବିଭିନ୍ନ ଗ୍ରାମରେ ଚଢ଼ାଉ କରି 180ଲିଟର ଚୋରା ରନ୍ଧା ମଦ ଓ 22ଶହ ଲିଟର ପୋଚ ଜବତ ହୋଇଛି l ଏହି ଘଟଣା ରେ ମଶା ବାଡ଼ି ଗ୍ରାମର କାନ୍ହୁ ମଳିକ ଗିରଫ ହୋଇଥିବା ବେଳେ ଭଞ୍ଜନଗର ଥାନା ଅଞ୍ଚଳ ରୁ 22ଶହ ଲିଟର ବିୟର ଓ 15ଶହ ଲିଟର ହାତ ତିଆରି ବିଦେଶୀ ମଦ ଜବତ ହୋଇଛି l ଏହି କେଶ ରେ ଭେଜିପୁଟ ର ସନ୍ତୋଷ ପ୍ରଧାନ କୁ ଗିରଫ କରାଯାଇଥିବା ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥ ସାରଥୀ ରାଉତ କହିଛନ୍ତି l
Related Stories
November 24, 2024