ରାଷ୍ଟ୍ରୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି.ଦେବଗୌଡାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ desk April 1, 2021 ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି.ଦେବଗୌଡାଙ୍କ ସହ କଥା ହୋଇ ତାଙ୍କର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ.ଡି.ଦେବଗୌଡାଙ୍କ ସହ କଥା ହେଲି ଏବଂ ତାଙ୍କର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି” । Tags: devegowda Continue Reading Previous: କରୋନାରେ ଦେଶରେ ଗତ ୨୪ ଘଂଟାରେ ୭୨,୩୩୦ ନୂଆ ମାମଲା Next: ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୩୯,୫୪୪ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଯାତାୟତ ପାଇଁ ଖୋଲିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ମୋଗଲ ରୋଡ୍ 1 min read ରାଷ୍ଟ୍ରୀୟ ଯାତାୟତ ପାଇଁ ଖୋଲିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଓ ମୋଗଲ ରୋଡ୍ June 26, 2025 କାମାଖ୍ୟା ଧାମରେ ଅଂବୁବାସୀ ନିବୃତି, ନୀଳାଚଳ ପାହାଡରେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ 1 min read ରାଷ୍ଟ୍ରୀୟ କାମାଖ୍ୟା ଧାମରେ ଅଂବୁବାସୀ ନିବୃତି, ନୀଳାଚଳ ପାହାଡରେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ June 26, 2025 ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ ବକ୍ସର ଯାଂଚ ଜାରି- ମନ୍ତ୍ରାଳୟ 1 min read ରାଷ୍ଟ୍ରୀୟ ଏୟାର ଇଣ୍ଡିଆର ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ ବକ୍ସର ଯାଂଚ ଜାରି- ମନ୍ତ୍ରାଳୟ June 26, 2025