
ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ରୀଡା ସଂଘ ଗୁଡିକୁ ଦଶ ବର୍ଷରେ ୩ କୋଟି ୪୦ ଲକ୍ଷ ୧୬ ହଜାର ୨୫୦ କୋଟି ଟଙ୍କାର ଅନୁଦାନ ଦିଆ ଯାଇଛି ବୋଲି କ୍ରୀଡା ଓ ଯୁବ ସେବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ପ୍ରକାଶ କରିଛନ୍ତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ସେ ଏହା କହିଛନ୍ତି ।