 
                
ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ  କରୋନାର  ୩୬୮  ନୂଆ ମାମଲା    
ହାଇଦ୍ରାବାଦ  ,  ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ  ୩୬୮ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି   ୮,୯୩,୭୩୪ ହୋଇଛି ।ରାଜ୍ୟରେ ବର୍ତମାନ  ଯାଏ   ୭,୧୮୯ ଜଣଙ୍କର କରୋନାରେ ମୃତ୍ୟୁ  ଘଟିଛି ।
 କେରଳରେ ଗତ ୨୪ ଘଂଟାରେ  ୧,୮୭୫  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ 
ତିରୁବନନ୍ତପୁରମ , କେରଳରେ  ଗତ ୨୪ ଘଂଟାରେ  ୧,୮୭୫ ନୂଆ କରୋନା ସଂକ୍ରମଣର  ମାମଲା ସାମନାକୁ ଆସିଛି ।  ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଟି ସକ୍ରିୟ  ୨୪,୬୨୦ମାମଲା ରହିଛି ।

 
                    







