ରାଷ୍ଟ୍ରୀୟ ଦିଲ୍ଲୀରେ ଗତ ୨୪ ଘଂଟାରେ ୪୧୯ କରୋନାର ନୂଆ ମାମଲା desk March 14, 2021 ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୪୧୯ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୪୩,୨୮୯ ହୋଇ ଯାଇଛି ।ବର୍ତମାନ ଯାଏ ୧୦,୯୩୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛିା Tags: Delhi Continue Reading Previous: ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୧୭୫ ନୂଆ ମାମଲା Next: ଆସନ୍ତା 25 ବର୍ଷର ଉପଲବ୍ଧି ପାଇଁ ଆମକୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଜି-7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାଲଗରିରେ ପହଂଚିଲେ ପିଏମ ମୋଦି 1 min read ରାଷ୍ଟ୍ରୀୟ ଜି-7 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାଲଗରିରେ ପହଂଚିଲେ ପିଏମ ମୋଦି June 17, 2025 ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ଉଡାଣରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ ରୋକିବାକୁ ନିଷ୍ପତି, ଅନ୍ୟ ବିକଳ୍ପ ଯୋଗେ ଯାତ୍ରୀଙ୍କୁ ପଠାଯିବ ମୁମ୍ବାଇ 1 min read ରାଷ୍ଟ୍ରୀୟ ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ଉଡାଣରେ ଯାନ୍ତ୍ରିକ ତ୍ରୁଟି, କୋଲକାତାରେ ରୋକିବାକୁ ନିଷ୍ପତି, ଅନ୍ୟ ବିକଳ୍ପ ଯୋଗେ ଯାତ୍ରୀଙ୍କୁ ପଠାଯିବ ମୁମ୍ବାଇ June 17, 2025 ଚଳିତ ବର୍ଷ ପାକିସ୍ତାନ ଯିବନି ଶିଖ୍ ଶ୍ରଦ୍ଧାଳୁଙ୍କ ବ୍ୟାଚ 1 min read ରାଷ୍ଟ୍ରୀୟ ଚଳିତ ବର୍ଷ ପାକିସ୍ତାନ ଯିବନି ଶିଖ୍ ଶ୍ରଦ୍ଧାଳୁଙ୍କ ବ୍ୟାଚ June 17, 2025