ଭୁବନେଶ୍ୱର, ଆଜି ଠାରୁ ବିଧାନସଭାରେ ବିଭିନ୍ନ ବିଭାଗର ବଜେଟ୍ ଅନୁଦାନ ଦାବି ଉପରେ ଆଲୋଚନା ଆରମ୍ଭ ହେବ । ଶନିବାର ଦିନ ଦ୍ୱିତୀୟାର୍ଦ୍ଧ ବୈଠକରେ ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ପୂର୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୭୦୦୭,୨୮,୧୪,୦୦୦ ଟଙ୍କାର ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ୫୪୮୮,୫୮,୭୮,୦୦୦ ଟଙ୍କାର ଖର୍ଚ୍ଚଦାବି ଉପସ୍ଥାପନ କରିବେ ।
Related Stories
November 23, 2024