ରାଷ୍ଟ୍ରୀୟ ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୧୨୦ ନୂଆ ମାମଲା desk March 11, 2021 ହାଇଦ୍ରାବାଦ , ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୧୨୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୯୧,୦୦୪ ହୋଇଛି ।ରାଜ୍ୟରେ ବର୍ତମାନ ଯାଏ ୭,୧୭୭ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । Tags: andhra Pradesh Continue Reading Previous: ସିଆଇଏସ୍ଏଫ୍ ପ୍ରତିଷ୍ଠା ଦିବସରେ ସିଆଇଏସ୍ଏଫ୍ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ Next: ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୭,୭୮,୪୧୬ ନମୂନାର ପରୀକ୍ଷଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶାର ‘ଆମ ବସ’ ଓ ‘ଆମ ଇ-ରାଇଡ୍’ ସ୍ୱତନ୍ତ୍ର ପୁରସ୍କାର 1 min read ରାଷ୍ଟ୍ରୀୟ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଓଡ଼ିଶାର ‘ଆମ ବସ’ ଓ ‘ଆମ ଇ-ରାଇଡ୍’ ସ୍ୱତନ୍ତ୍ର ପୁରସ୍କାର November 10, 2025 ବିହାରର ଜନସାଧାରଣ ଏବେ ପରିଚୟର ସଂକଟରୁ ବାହାରି ବିକାଶର ବିକଳ୍ପ ବାଛୁଛନ୍ତି- ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରୀୟ ବିହାରର ଜନସାଧାରଣ ଏବେ ପରିଚୟର ସଂକଟରୁ ବାହାରି ବିକାଶର ବିକଳ୍ପ ବାଛୁଛନ୍ତି- ଯୋଗୀ ଆଦିତ୍ୟନାଥ November 7, 2025 ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ ରାଷ୍ଟ୍ରୀୟ ଇସ୍ରାଏଲ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନାରେ ଜୟଶଙ୍କର ଗାଜା ଶାନ୍ତି ଯୋଜନାର କଲେ ସମର୍ଥନ November 4, 2025