ରାଷ୍ଟ୍ରୀୟ ମହାଶିବରାତ୍ରୀ ଉପଲକ୍ଷେ ରାଷ୍ଟ୍ରପତି ଜଣାଇଲେ ଶୁଭେଚ୍ଛା desk March 11, 2021 ନୂଆଦିଲ୍ଲୀ, ମହାଶିବରାତ୍ରୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମହାଶିବରାତ୍ରୀର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା । ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ବିବାହର ପବିତ୍ର ସ୍ମରଣ ସ୍ୱରୂପ ମନା ଯାଉଥିବା ଏହି ଉତ୍ସବ ସମ୍ପୂର୍ଣ ମାନବିକତା ପାଇଁ କଲ୍ୟାଣକାରୀ ହେଉ । Tags: RASTRAPATI Continue Reading Previous: କେରଳରେ ଗତ ୨୪ ଘଂଟାରେ ୨,୩୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ Next: ମହାଶିବରାତ୍ରୀରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭକାମନା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଧର୍ମତଲାରେ 38 ଘଣ୍ଟା ଧରି ଜୁନିୟର ଡାକ୍ତରଙ୍କ ଅନଶନ ଜାରି ,ବରିଷ୍ଠ ଡାକ୍ତର ମଧ୍ୟ ହେଲେ ସାମିଲ ରାଷ୍ଟ୍ରୀୟ ଧର୍ମତଲାରେ 38 ଘଣ୍ଟା ଧରି ଜୁନିୟର ଡାକ୍ତରଙ୍କ ଅନଶନ ଜାରି ,ବରିଷ୍ଠ ଡାକ୍ତର ମଧ୍ୟ ହେଲେ ସାମିଲ October 7, 2024 ରାସ୍ତା କଡରେ ଥିବା ରେଲିଂରେ ଧକ୍କା ହେଲା ବସ୍, ୪ମୃତ ରାଷ୍ଟ୍ରୀୟ ରାସ୍ତା କଡରେ ଥିବା ରେଲିଂରେ ଧକ୍କା ହେଲା ବସ୍, ୪ମୃତ October 7, 2024 ମହିଳା ଟି-20 ୱାର୍ଲ୍ଡକପ- ଆଜି ଭାରତ ପାକିସ୍ତାନ ମୁକାବିଲା 1 min read ରାଷ୍ଟ୍ରୀୟ ମହିଳା ଟି-20 ୱାର୍ଲ୍ଡକପ- ଆଜି ଭାରତ ପାକିସ୍ତାନ ମୁକାବିଲା October 6, 2024