ଓଡିଶା ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ desk March 11, 2021 ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେ ଟ୍ୱିଟ କରି ହସ୍ପିଟାଲରେ ଚିକିତ୍ସିତ ଥିବା ମମତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । Tags: naveen Continue Reading Previous: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ବର୍ଷ ପୂର୍ତି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଅଭିନନ୍ଦନ Next: ବାବା କୋଶଳେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 14 December2025 Important news 1 min read ଓଡିଶା Indo Kaling Times 14 December2025 Important news December 14, 2025 ପୁରୀ ବିଚ୍ ମାରାଥନ୍ ୫ମ ସଂସ୍କରଣ ଆୟୋଜିତ, 1 min read ଓଡିଶା ପୁରୀ ବିଚ୍ ମାରାଥନ୍ ୫ମ ସଂସ୍କରଣ ଆୟୋଜିତ, December 14, 2025 ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି, 1 min read ଓଡିଶା ମେଘନାଦ ପ୍ରାଚୀରର ସ୍ଥାୟୀ ସଂରକ୍ଷଣ ପାଇଁ ASI କର୍ତ୍ତୃପକ୍ଷଙ୍କୁ ଚିଠି, December 14, 2025