ରାଷ୍ଟ୍ରୀୟ ଦିଲ୍ଲୀରେ ଗତ ୨୪ ଘଂଟାରେ ୩୧୨ କରୋନାର ନୂଆ ମାମଲା desk March 6, 2021 ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୩୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୪୦,୪୯୪ ହୋଇ ଯାଇଛି ।ବର୍ତମାନ ଯାଏ ୧୦,୯୧୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛିା Tags: dejhi Continue Reading Previous: ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା-ପିଏଲଆଇ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣNext: ଆଜି ଏକଲ ଶ୍ରୀହରି ସତସଙ୍ଗ ସମିତିର ରଜତ ଜୟନ୍ତୀ ସମାରୋହ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଆଜି ତିନୋଟି ପରମ ରୁଦ୍ର ସୁପର କଂପ୍ୟୁଟରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପିଏମ ମୋଦି ରାଷ୍ଟ୍ରୀୟ ଆଜି ତିନୋଟି ପରମ ରୁଦ୍ର ସୁପର କଂପ୍ୟୁଟରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପିଏମ ମୋଦି September 26, 2024 ଆଜି ସିଆଚୀନ ବେସ କ୍ୟାମ୍ପ ଗସ୍ତ କରିବେ ରାଷ୍ଟ୍ରପତି ରାଷ୍ଟ୍ରୀୟ ଆଜି ସିଆଚୀନ ବେସ କ୍ୟାମ୍ପ ଗସ୍ତ କରିବେ ରାଷ୍ଟ୍ରପତି September 26, 2024 ଆଜି ଉପରାଷ୍ଟ୍ରପତିଙ୍କ ଜୟପୁର ଗସ୍ତ 1 min read ରାଷ୍ଟ୍ରୀୟ ଆଜି ଉପରାଷ୍ଟ୍ରପତିଙ୍କ ଜୟପୁର ଗସ୍ତ September 26, 2024