ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୧ ଗିରଫ, ୮୭୦ ବାହନ ଜବତ desk March 5, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୧ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୮୭୦ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୩,୩୧,୭୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Corona Continue Reading Previous: ଓଡ଼ିଶାର ଅତୀତ ଗୌରବ ଫେରାଇ ଶିଖରରେ ପହଂଚାଇବାକୁ ବିିଜୁ ବାବୁ କାମ କରୁଥିଲେ – ନବୀନ ପଟ୍ଟନାୟକ Next: ଗୋଟିଏ ଦିନରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୬୨୦ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ ଓଡିଶା ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ November 4, 2025 ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି ଓଡିଶା ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି November 4, 2025 ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ 1 min read ଓଡିଶା ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ November 4, 2025