
ଭୁବନେଶ୍ୱର , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ “ଲୋକଙ୍କ ପାଇଁ ବିଜ୍ଞାନ” ଅଭିଯାନରେ ରାୟଗଡାରେ ପ୍ରସ୍ତାବିତ ନୂତନ ପ୍ଲାନେଟୋରିୟମ୍ ଏବଂ ଜୟପୁରରେ ପ୍ରସ୍ତାବିତ ନୂତନ ଜିଲ୍ଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।