ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୧ ଗିରଫ, ୭୪୧ ବାହନ ଜବତ desk February 27, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୨୧ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୬୪୧ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୧୪,୯୪,୩୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Corona Continue Reading Previous: ଗୋଟିଏ ଦିନରେ ୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୧୦୪ Next: ଆଶା ସାଥୀ ମାନଙ୍କୁ କେନ୍ଦ୍ର ଦେଉଥିବା ଅର୍ଥ ଦିଆ ଯାଉ ନାହିଁ କାହିଁକି – ପ୍ରଦୀପ୍ତ ନାଏକ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 17 December2025 Important news ଓଡିଶା Indo Kaling Times 17 December2025 Important news December 17, 2025 ବଡଦିନ ଓ ନୂଆ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଓଡିଶା ବଡଦିନ ଓ ନୂଆ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, December 17, 2025 ପୁରୀ ଲୋକନାଥ ରୋଡ଼ ରେ ଭାସୁଛି ନଳା ପାଣି, ଓଡିଶା ପୁରୀ ଲୋକନାଥ ରୋଡ଼ ରେ ଭାସୁଛି ନଳା ପାଣି, December 17, 2025