କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶୁକ୍ରବାର ୯ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ କପିଳେଶ୍ଵରପୁର ଗ୍ରାମପଞ୍ଚାୟତର ତିନିକୁଦୀ ଗ୍ରାମର ଭାର୍ଗବୀ ନଦୀ ଉପରେ ନିର୍ମାଣଧୀନ ସେତୁର ଅଗ୍ରଗତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଶ୍ରୀ ଦାସବର୍ମା ଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ହରେକୃଷ୍ଣ ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ବିଭାଗର ଉପନିର୍ବାହୀ ଯନ୍ତ୍ରୀ ସଖାଂଳୀ ବେହେରା ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।
Related Stories
November 23, 2024