କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ସହରରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ଚେକିଂ ବ୍ୟବସ୍ଥା କଡାକଡି କରାଯାଇଛି | କରୋନା ନୂଆ ଷ୍ଟ୍ରେନ ଓ ପ୍ରଶାସନ ତରଫରୁ ଲାଗୁ କରାଯାଇଥିବା ମୋଟରଜାନ ଆଇନ କୁ ପାଳନ ପୂର୍ବକ ଡବଲ ହେଲମେଟ, ଡ୍ରାଇଭିଂ ଲାଇସେନ୍ସ, ପଲୁଏସନ, ଇନ୍ସୁରାନ୍ସ ଓ ମାସ୍କ ପିନ୍ଧିବା ଉପରେ ପୋଲିସ ଚେକିଂ ସମୟରେ ଗୁରୁତ୍ୱ ଦିଆଯାଇଛି |
ପୁରୀ ଭିଆଇପି ରୋଡ଼ ସ୍ଥିତ ସୁବାଷ ବୋଷ ଛକ ଠାରେ ଏହି ଚେକିଂ କୁ ପୋଲିସ ପ୍ରଶାସନ ର ସବଇନ୍ସପେକଟର ବାସନ୍ତୀ ମିଶ୍ର ଓ କନେଷ୍ଟବଳ ବିଜୟ କୁମାର ଜୟସିଂ କଡାକଡି ଭାବେ ଚେକିଂ କାର୍ଯ୍ୟ ତୁଲାଇ ଥିଲେ |