ରାଷ୍ଟ୍ରୀୟ ଆଜି ପ୍ରଧାନମନ୍ତ୍ରୀ ଆଇଆଇଟି ଖଡଗପୁରର ୬୬ତମ ସମାର୍ବତନ ଉତ୍ସବକୁ ସମ୍ବୋଧିତ କରିବେ desk February 23, 2021 ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଇଆଇଟି ଖଡଗପୁରର ୬୬ ତମ ସମାବର୍ତନ ଉତ୍ସବକୁ ସମ୍ବୋଧିତ କରିବେ । ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । Tags: PM Continue Reading Previous: ପଶ୍ଚିମବଙ୍ଗରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ Next: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ତୁରନ୍ତ କାଯ୍ୟ୍ୟକାରିତା ସମ୍ପର୍କିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି 1 min read ରାଷ୍ଟ୍ରୀୟ ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି November 24, 2025 ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ ରାଷ୍ଟ୍ରୀୟ ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ November 24, 2025 ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ 1 min read ରାଷ୍ଟ୍ରୀୟ ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ November 24, 2025