କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀ ମନ୍ଦିର ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡୁଆ ପିଟିଦେଲେ ସୁଆର ସେବାୟତ |ଯାତ୍ରୀ ସହାୟକ ଦାମୋଦର ଗୋଛିକାରଙ୍କ ମୁଣ୍ଡରେ ଆଘାତ ଲାଗିଛି।ଶ୍ରୀମନ୍ଦିର ର ଉତ୍ତର ଦ୍ବାର ରେ ରକ୍ତ ଛିଟା। ଦକ୍ଷିଣ ଦ୍ବାର ପରିବର୍ତ୍ତେ ଉତ୍ତର ଦ୍ବାର ପଟେ କୁଡିଆ ନେଇଯାଉଥିବା ସେବକ ଙ୍କୁ ମନା କରିବାରେ ଯାତ୍ରୀ ସହାୟକ ସେବକ ଦାମୋଦର ଗୋଚ୍ଛିକାର ଙ୍କ ମୁଣ୍ଡରେ କୁଡିଆ ଛେଚିଲେ ସେବକ ରାମକୃଷ୍ଣ ଖୁଣ୍ଟିଆ। ଆହତ ସେବକ ଡାକ୍ତରଖାନାରେ, ଅଭିଯୁକ୍ତ ସେବକ ରାମକୃଷ୍ଣ ସିଂହଦ୍ଵାର ଥାନା ଦ୍ବାରା ଅଟକ।