
ନୂଆଦିଲ୍ଲୀ, ସମଗ୍ର ବିଶ୍ବରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୯୩ ଲକ୍ଷ ୮୦ ହଜାର ୨୩୯ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୨୪ ଲକ୍ଷ ୧୦ ହଜାର ୯୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୮ କୋଟି ୧୬ ଲକ୍ଷ ୧୨ ହଜାର ୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୫୭ ହଜାର ୨୯୮ ଜଣ ଲୋକ ସକ୍ରିୟ ଅଛନ୍ତି ।