ନୂଆଦିଲ୍ଲୀ, ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨ ବର୍ଷ ପୁରିଛି। ପାକିସ୍ତାନୀ ଆତଙ୍କବାଦୀ ପକ୍ଷରୁ କରାଯାଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ ।
Related Stories
November 23, 2024