ଓଡିଶା କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୨୧ଗିରଫ, ୭୮୪ବାହନ ଜବତ desk February 13, 2021 ଭୁବନେଶ୍ୱର, ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୨୧ ଜଣଙ୍କୁ ଗିରଫ ଜବତ କରା ଯାଇଛି । ୭୮୪ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୩,୩୭,୯୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । Tags: Odisha Police Continue Reading Previous: ଗୋଟିଏ ଦିନରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ Next: ଛତିଶଗଡ ଗୋ ସେବା ଆୟୋଗ ଅଧ୍ୟକ୍ଷ ମହାମଣ୍ଡଳେଶ୍ୱର ରାଜେଶ୍ରୀ ଡ଼ ରାମସୁନ୍ଦର ଦାସଜୀ ମହାରାଜଙ୍କ ଗୋଶାଳା ପରିଦର୍ଶନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 17 October 2025 Important news 1 min read ଓଡିଶା Indo Kaling Times 17 October 2025 Important news October 17, 2025 ଏକ ପେଡ୍ ମା କେ ନାମ 2.0 ରାଜ୍ୟ ସ୍ତରୀୟ ତଦାରଖ କମିଟି ବୈଠକ 1 min read ଓଡିଶା ଏକ ପେଡ୍ ମା କେ ନାମ 2.0 ରାଜ୍ୟ ସ୍ତରୀୟ ତଦାରଖ କମିଟି ବୈଠକ October 17, 2025 ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ 1 min read ଓଡିଶା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ October 17, 2025