
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକର ଅଳସୁଗୁମା ଗ୍ରାମପଞ୍ଚାୟତର ସମସ୍ତ ଜନସାଧାରଣ ମାନଙ୍କୁଅରୁଣା ଚଳ ନାୟକ ଙ୍କ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଵିକାଶ ମୁଖୀ କାର୍ଯ୍ୟକ୍ରମ ଏବଂ ଦୃଢ ନେତୃତ୍ବରେ ଆସ୍ଥା ପ୍ରକଟ କରି ଅଳସୁଗୁମା ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀଯୁକ୍ତ ଅରୁଣାଞ୍ଚଳ ନାୟକ ଙ୍କୁ ଭୋଟ ଦେଇ ବିଜୟ କରିଥିବାରୁ ପୁଣି ଥରେ ଧନ୍ୟବାଦ ।ବିଜୟର ଧ୍ୱନୀରେ ଆଜି ଗୁଞ୍ଜରିତ ହୋଇ ଉଠିଲା ଅଳସୁଗୁମା ପଂଚାୟତ ରେ । ପ୍ରତିଧ୍ୱନୀ କହୁଛି ବିକ୍ରମ ବାବୁଙ୍କ ବିକାଶ ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ସ୍ୱାଭିମାନର କଥା।
ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ବିକ୍ରମ ବାବୁଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଏକ ବିକଶିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଗଠନର ଯେଉଁ ସ୍ୱପ୍ନ ସେ ଦେଖିଛନ୍ତି ତାହାର ପ୍ରତିଫଳନ ଆଜି ଉପ ନିର୍ବାଚନ ଫଳାଫଳ ପ୍ରଦାନ କରୁଛି।
ଜଗନ୍ନାଥ ପ୍ରସାଦ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ